ମୁମ୍ବାଇ : ଶୁକ୍ରବାର ସକାଳେ ମହାରାଷ୍ଟ୍ରର ମୁମ୍ବାଇର ପଶ୍ଚିମ ଉପନଗର ବାନ୍ଦ୍ରାରେ ଭୁଶୁଡ଼ି ପଡ଼ିଥିବା ଏକ ତିନି ମହଲା ଘର ଭାଙ୍ଗିରୁଜି ଚୂରମାର୍ ହୋଇଯାଇଛି । ଏଥି ସହ ଭାଙ୍ଗିଥିବା ଏହି ଘରର ଭଗ୍ନାବଶେଷ ତଳେ ଅତି କମରେ ୧୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ପୌର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ଏପର୍ୟ୍ୟନ୍ତ ସାତ ଜଣଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରାଯାଇ ଭାବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ମୁମ୍ବାଇ ପୋଲିସ ଏବଂ ବୃହନ୍ମୁମ୍ବାଇ ନଗର ନିଗମ କର୍ମଚାରୀଙ୍କ ସହିତ ଆଠଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ସେ କହିଛନ୍ତି, “ସନ୍ଧାନ ଏବଂ ଉଦ୍ଧାର କାର୍ୟ୍ୟ ଚାଲିଛି । ଅଧିକ ସୂଚନା ଅପେକ୍ଷା କରାଯାଇଛି ।” ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, କୋଠାରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା, ଯାହା ପରେ କୋଠାର କିଛି ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଅଗ୍ନିଶମ ବିଭାଗ, ମୁମ୍ବାଇ ପୋଲିସ ଏବଂ ବିଏମସି ଦ୍ୱାରା ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।
ବାନ୍ଦ୍ରାରେ ଭୁଶୁଡିଲା ତିନି ମହଲା କୋଠା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







