The Ultimate Managed Hosting Platform
ADVERTISEMENT

ବାତ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

Facebook
Twitter
LinkedIn

ନୂଆଦିଲ୍ଲୀ : ଆସୁଥିବା ବାତ୍ୟା ନେଇ ବିଜୟ ଉତ୍ସବରେ ସତର୍କ କରାଇଲେ ମୋଦି । ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ସହଯୋଗ ପାଇଁ ଆଗେଇ ଆସିବାକୁ କହିଲେ । ଆନ୍ଧ୍ର, ଓଡିଶା , ତାମିଲନାଡୁ ଓ ପୁଡୁଚେରୀରେ ସହ ଯୋଗ କରନ୍ତୁ । ଯେଉଁ ଦଳର ସରକାର ଥାଉନା କାହିଁକି ସହଯୋଗ ପାଇଁ ପରାମର୍ଶ । ସମସ୍ତଙ୍କ ଧନ ଜୀବନ ସୁରକ୍ଷିତ କରିବାକୁ କର୍ମକର୍ତ୍ତାଙ୍କୁ କହିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login