ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଡିଟୱା’କୁ ନେଇ ୪ ରାଜ୍ୟକୁ ଆଲର୍ଟ କରାଯାଇଛି । ତେବେ ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟକୁ ଆଲର୍ଟ । ପ୍ରବଳ ବର୍ଷ ସମ୍ଭାବନା ନେଇ ଆଲର୍ଟ କରାଯାଇଛି । ୪ ରାଜ୍ୟରେ ୩୦ ତାରିଖ ଯାଏଁ ବର୍ଷା ସମ୍ଭାବନା । ତେବେ ଓଡିଶା ଉପରେ ଏହାର ପ୍ରଭାବ ପଡିବାର ସମ୍ଭାବନା ନାହିଁ ବୋଲି କୁହାଯାଇଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Views: 41











