ଭୁବନେଶ୍ୱର : ଓଡିଶାରେ ବାତ୍ୟା “ରେମାଲ”ର ପ୍ରଭାବ ପରୋକ୍ଷରେ ପଡିବ । ରାଜ୍ୟର ୪ଟି ବନ୍ଦରକୁ ୧ ନମ୍ବକ ବିପଦ ସଂକେତ ଦିଆଯାଇଛି । ଓଡ଼ିଶା ଉପକୂଳରେ ୨୫ ତାରିଖରେ ୪୦ ରୁ ୫୦ କିମି ବେଗରେ ପବନ ବହିବ। ଝଟକା ପବନ ୬୦ କିମି ରହିବ। ୨୬ ସକାଳେ ବୃଦ୍ଧି ପାଇଁ ପବନର ବେଗ ଘଣ୍ଟା ପ୍ରତି ୮୦ କିମି ରହିବ। ୨୫ ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ରେ ପ୍ରବଳ ବର୍ଷା ହେବ।୨୬ ରେ ଭଦ୍ରକ ଓ ବାଲେଶ୍ୱର ରେ ଅତି ପ୍ରବଳ ବର୍ଷା ସହ ମୟୁରଭଞ୍ଜ ଓ କେନ୍ଦ୍ରାପଡା ରେ ପ୍ରବଳ ବର୍ଷା ସହ ଉତ୍ତର ଓଡ଼ିଶାର କିଛି ପକେଟ୍ ରେ ବର୍ଷା ରହିବ।
Views: 65