The Ultimate Managed Hosting Platform
ADVERTISEMENT

ବାଡି ଶାଗ ନେଲା ଜୀବନ !

Facebook
Twitter
LinkedIn

ବଣାଇ : ବାଡି ଶାଗ ନେଇଜ୍ଞଲା ଜୀବନ । ବାଡି ଶାଗ ଖାଇ ଝାଡା ବାନ୍ତିରେ ଆକ୍ରାନ୍ତ ଝିଅ ମୃତ । ଅସୁସ୍ଥ ମାମୁ ଚିକିତ୍ସାଧୀନ । ଲହୁଣିପଡା ଥାନା ସାଲେଇପାଲି ଗାଁରେ ଅଘଟଣ । ଚିକିତ୍ସାଧୀନ ଅବସ୍ଥାରେ ଆରଜିଏଚରେ ଝିଅର ମୃତ୍ୟୁ । ଶନିବାର ରାତିରେ ବାଡି ଶାଗ ଖାଇ ମା, ଝିଅ, ମାମୁ ଅସୁସ୍ଥ ହୋଇଥିଲେ । ପେଟବ୍ୟଥା ,ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login