The Ultimate Managed Hosting Platform
ADVERTISEMENT

 ବାଙ୍ଗାଲୋର ପାଇଁ ଖୁସିଖବର । ଟ୍ରେନିଂ କ୍ୟାମ୍ପରେ ପହଞ୍ଚିଲେ ବିସ୍ଫୋରକ ଅଲରାଉଣ୍ଡର ମ୍ୟାକ୍ସୱେଲ, ଚହଲଙ୍କ ସହ କଲେ ମସ୍ତି ।

Facebook
Twitter
LinkedIn

ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ବାଙ୍ଗାଲୋର ପାଇଁ ଆସିଲା ଖୁସି ଖବର । ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ନିଜର ସଙ୍ଗରୋଧ ଶେଷ କରିବା ପରେ ଏବେ ଦଳୀୟ କ୍ୟାମ୍ପରେ ଏଣ୍ଟ୍ରି ମାରିଛନ୍ତି । ଏହାସହ ସାଥୀ ଖେଳାଳୀଙ୍କ ସହ ଟ୍ରେନିଂ ଆରମ୍ଭ କରିଛନ୍ତି ମ୍ୟାକ୍ସୱେଲ । ନିଜର ବିବାହ ପରେ ମ୍ୟାକ୍ସୱେଲ ଆଇପିଏଲ ଖେଳିବାକୁ ଭାରତରେ ପହଞ୍ଚିଛନ୍ତି । ପୂର୍ବରୁ ବିବାହ ପାଇଁ ୨ଟି ମ୍ୟାଚ ଖେଳିପାରିନଥିଲେ ମ୍ୟାକ୍ସୱେଲ ।

ରାଜସ୍ଥାନ ବିପକ୍ଷରେ ମ୍ୟାକ୍ସୱେଲଙ୍କୁ ମୈଦାନକୁ ଓହ୍ଲାଇପାରେ ଆରସିବି । ତେବେ ମ୍ୟାଚ୍ ପୂର୍ବରୁ ପ୍ରତିଦ୍ୱନ୍ଦ୍ୱୀ ଦଳର ଖେଳାଳୀ ତଥା ପୂର୍ବ ସାଥୀ ଖେଳାଳୀ ୟୁଜବେନ୍ଦ୍ର ଚହଲଙ୍କ ସହ ମ୍ୟାକ୍ସୱେଲଙ୍କୁ କୁଲ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଚଳିତଥର ଚହଲ ରାଜସ୍ଥାନ ପକ୍ଷରୁ ଖେଳୁଛନ୍ତି । ଚହଲଙ୍କ ସହ ମସ୍ତି କରୁଥିବାର ଫଟୋ ଓ ଭିଡ଼ିଓ ଆରସିବି ନିଜର ସୋସିଆଲ ମିଡ଼ିଆ ପେଜରେ ସେୟାର କରିଛି ।ଗତ ଆଇପିଏଲରେ ବାଙ୍ଗାଲୋର ପାଇଁ ଦମଦାର ପ୍ରଦର୍ଶନ କରିଥିଲେ ମ୍ୟାକ୍ସୱେଲ । ଆଉ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନ ବଳରେ ହିଁ ବାଙ୍ଗାଲୋର ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ମ୍ୟାକ୍ସୱେଲ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲେ । 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login