ଭୁବନେଶ୍ୱର : ଆଜିଠୁ ବାଘ ଗଣନା ପାଇଁ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଚନ୍ଦକା ଗୋଡିବାରିରେ ପ୍ରଶିକ୍ଷଣ, ଅକ୍ଟୋବର ୧୦ ଯାଏଁ ଚାଲିବ । ୮ଟି ସର୍କଲର ଏସିଏଫ, ଡିଏଫଓଙ୍କ ସମେତ ବନ କର୍ମଚାରୀ ପ୍ରଶିକ୍ଷଣ ନେବେ । ଅକ୍ଟୋବର ୧୫ରୁ ୩୧ ପର୍ଯ୍ୟନ୍ତ ବାଘ ଚଲାପଥ ଓ ପଦ ଚିହ୍ନ ସଭେ ର୍ା ନଭେମ୍ବର ରୁ ଜାନୁଆରୀ ୧୫ ଯାଏଁ ୮ଟି ସର୍କଲରେ କ୍ୟାମେରା ଟ୍ରାପ ଲାଗିବ । ଜାନୁଆରୀ ୩୧ ସୁଦ୍ଧା ବାଘର ସଠିକ ସଂଖ୍ୟା କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ ।
Views: 91