The Ultimate Managed Hosting Platform
ADVERTISEMENT

ବାଘଛାଲ ଜବତ, ୨ ଗିରଫ

Facebook
Twitter
LinkedIn

ବୈାଦ୍ଧ :ବୈାଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳ ଫଟାମୁଣ୍ଡା ଗାଁରୁ ବାଘଛାଲ ଜବତ । ବାଘ ଛାଲ ଚାଲାଣ ଅଭିଯୋଗରେ ବନବିଭାଗ ଦ୍ୱାରା ୨ ଜଣ ଗିରଫ । ଗାଁର ଏକ ପାଳଗଦାରେ ବାଘଛାଲ ଲୁଚାଇ ରଖିଥିଲେ ଦୁର୍ବୃତ୍ତ । ବାଘ ଛାଲ ଚାଲାଣ ହେଉଥିବା ଖବର ପାଇ ତୁଷୁରା ଥାନା କୋଟଗାଁରେ ଚଢଉ କରିଥିଲା ବନ ବିଭାଗ । ଏହ୍ି ଘଟଣାରେ ବନବିଭାଗ ମୁକେଶ ମନହିରା ଓ ଫଟାମୁଣ୍ଡା ଗାଁର ଦିବ୍ୟଶଙ୍କର ବଗର୍ତ୍ତୀଙ୍କୁ ଗିରଫ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login