The Ultimate Managed Hosting Platform
ADVERTISEMENT

ବାଇକ ଦୁର୍ଘଟଣା ; ୨ ଗୁରୁତର

Facebook
Twitter
LinkedIn

ଜଗତସିଂହପୁର : ବିଧାୟକଙ୍କ ଗାଡିରେ ପିଟି ହୋଇ ବାଇକ ଦୁର୍ଘଟଣା । ନାଉଗାଁ ଥାନା ଘୋଡାନ୍ସ ଛକରେ ବିଳମ୍ବିତ ରାତିରେ ଦୁର୍ଘଟଣା । ୨ ବାଇକ ଆରୋହୀ ଯୁବକ ଗୁରୁତର , ହସ୍ପିଟାଲରେ ଭର୍ତ୍ତି । ନିଜ ଗାଡିରେ ନେଇ ହସ୍ପିଟାଲରେ ଭର୍ତ୍ତି କଲେ ବିଧାୟକ । ବିଧାୟକ ଅମରେନ୍ଦ୍ର ଦାସ ରାତିରେ ଫେରୁଥିବା ବେଳେ ଦୁର୍ଘଟଣା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login