The Ultimate Managed Hosting Platform
ADVERTISEMENT

ବାଇକ-ଟ୍ୟାଙ୍କର ଧକ୍କା; ୨ ମୃତ, ଜଣେ ଗୁରୁତର

Facebook
Twitter
LinkedIn

ଯାଜପୁର : ବାଇକ-ଟ୍ୟାଙ୍କର ଧକ୍କାରେ ୨ ମୃତ , ଜଣେ ଗୁରୁତର । ସଦର ଥାନା ବରୁହାଁ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗର୍ଭବତୀଙ୍କୁ ବାଇକରେ ନେଇ ଯାଉଥିବା ବେଳେ ଦୁର୍ଘଟଣା । ବାଇକ ଚଳାଉଥିବା ଯୁବକ ଓ ଜଣେ ବୃଦ୍ଧା ମୃତ , ଗର୍ଭବତୀ ଗୁରୁତର । ଗର୍ଭବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତାହତ ୩ ଜଣ ସାଲ ବରୁହାଁ ଗାଁର ହୋଇଥିବା ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...

Login