ଭୁବନେଶ୍ୱର : ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଜନସ୍ୱାର୍ଥ ମାମଲା । ସ୍ପେଶାଲ ଟାସ୍କ ଫୋର୍ସ ଗଠନ ପାଇଁ ଆବେଦନ । ଚିହ୍ନଟ ସହ ଦେଶାନ୍ତର କରିବାକୁ ଆବେଦନ । ଜନସ୍ୱାର୍ଥ ମାମଲା କଲେ ଆଇନଜୀବୀ ଶିବଶଙ୍କର ମହାନ୍ତି । କେନ୍ଦ୍ର , ରାଜ୍ୟ ସରକାର , ପୋଲିସ ଡିଜି , କମିଶନର ପକ୍ଷଭୁକ୍ତ ।
Views: 66