The Ultimate Managed Hosting Platform
ADVERTISEMENT

ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା; ଚାଞ୍ଚଲ୍ୟକର ବୟାନ ଦେଲେ କେୟାର ଟେକର

Facebook
Twitter
LinkedIn

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା । ଭଦ୍ରକ ଜିଲ୍ଲା ଦୈାରା ଜଜ୍ କୋର୍ଟରେ ଚତୁର୍ଥ ସାକ୍ଷ୍ୟ ଗ୍ରହଣ । ସାକ୍ଷା ଭାବରେ ଦୟାଲ ଆଶ୍ରମ କେୟାର ଟେକର ସରୋଜିନୀ ସେଠ କୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ମୃତ୍ୟୁ ପୂର୍ବରୁ ମାନସ ନିଜର ଠିକଣା ଓ ତାଙ୍କୁ ଉଦ୍ଧାର ଲାଗି ସହାୟତା କରିବାକୁ ଚିଠି ଲେଖିଥିଲେ । ସେହି ଚିଠିକୁ ଚିରି ଶର୍ମିଷ୍ଠା ଝରକା ବାହାରକୁ ଫିଙ୍ଗିଥିଲେ । ସରୋଜିନୀଙ୍କ ବୟାନ ଅନୁଯାୟୀ , ଶର୍ମିଷ୍ଠା ଙ୍କ ଉପର ଘରେ ମାନସଙ୍କୁ ମାଡ ମରାଯାଇଥିଲା । ତାଙ୍କ ପକେଟରୁ ପର୍ସ ବାହାର କରି ବାହାରକୁ ଫୋପଡା ଯାଇଥିଲା ।
ସେହିଦିନ ସନ୍ଧ୍ୟାରେ ମାନସଙ୍କୁ ବାଉଁଶ ଓ କାଠଫାଳିଆରେ ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା ବୋଲି ସରୋଜିନୀ ତାଙ୍କ ବୟାନରେ କହିଛନ୍ତି । ମାନସଙ୍କୁ ମାଡ଼ ମରାଯାଇଥିବା ଶବ୍ଦ ଶୁଣି ଥିବା କହିଛନ୍ତି ସରୋଜିନୀ । ସରୋଜିନୀଙ୍କୁ ବୟାନକୁ ଶର୍ମିଷ୍ଠାଙ୍କ ଓକିଲ ଖାରଜ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login