The Ultimate Managed Hosting Platform
ADVERTISEMENT

ବସ ମହାସଂଘ- ଡ୍ରାଇଭର ମୁହାଁମୁହିଁ, କାଲିଠାରୁ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନେ୍ଦାଳନ

Facebook
Twitter
LinkedIn

ଭୁବନେଶ୍ୱର : କାଲିଠାରୁ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନେ୍ଦାଳନ । ବସ ଚଳାଚଳ କରିବ କହିଲା ଅଲ ଓଡିଶା ଘରୋଇ ବସ ମାଲିକ ସଂଘ । ଆନେ୍ଦାଳନ ବେଳେ କେମିତି ଚାଲିବ ବସ ଉଠିଲା ପ୍ରଶ୍ନ । ଚାଳକଙ୍କ ଆନେ୍ଦାଳନକୁ ବସ ମାଲିକ ସଂଘର ବିରୋଧ । ବସ ମାଲିକ ସଂଘର ବିରୋଧ ପରେ ମୁହାଁ ମୁହିଁ ସ୍ଥିତି । ଆନେ୍ଦାଳନକୁ ବିରୋଧ କଲା ନିଖିଳ ଓଡିଶା ଅଟୋ ମହାସଂଘ । ଆନେ୍ଦାଳନରେ ସହ ଯୋଗ କରିବେନି କହିଲେ ଅଟୋ ଚାଳକ । ପୁଲିସ ଡିଜି ଓ ଆଇନ ଶୃଙ୍ଖଳା ଏଡିଜିଙ୍କୁ ଭେଟଲା ସଂଘ । ଗୃହରେ ଉଠିଲା ଡ୍ରାଇଭର ସଂଘର ଆନେ୍ଦାଳନ ପ୍ରସଙ୍ଗ । ପରିବହନ ମନ୍ତ୍ରୀ କହିଲେ ଅପରାହ୍ନ ୪ଟାରେ ହେବ ଆଲୋଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login