The Ultimate Managed Hosting Platform
ADVERTISEMENT

ବସ-ବାଇକ ମୁହାଁମୁହିଁ ଧକ୍କା , ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

କଣ୍ଟାବାଞ୍ଜି : ବସ ଓ ବାଇକ ମୁହାଁ ମୁହିଁ ଧକ୍କା । କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ଯିବା ରାସ୍ତା ଦଦ୍ରା ଛକ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବକ ଜଣହ୍କ ରାଧେଶ୍ୟାମ ପୈାଢ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରାଜ ଖଡିଆଳ ଥାନା ଲାଞ୍ଜି ଗାଁର ରାଧେଶ୍ୟାମ କୌଣସି କାମ ପାଇଁ ବାଇକ ଯୋଗେ କଣ୍ଟାବାଞ୍ଜି ଦେଇ ଆସୁଥିବା ବେଳେ ଦଦ୍ରା ଛକ ଠାରେ ଏକ ବସ୍ ସହ ଧକ୍କା ହୋଇଥିଲେ। ଗୁରୁତର ଅବସ୍ଥା ସ୍ଥାନୀୟଲୋକେ ଉଦ୍ଧାର କରି ଯୁବକଙ୍କୁ ଚିକିତ୍ସିଆ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନ ଆଣିଥିବାବେଳେ ଚିକିତ୍ସିଆଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ବସ୍ ଓ ବାଇକକୁ ଜବତ କରିବାସହ ବସ ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login