ଭୁବନେଶ୍ୱର : ଘରୋଇ ବସ ଚଳାଚଳ ବନ୍ଦ ନେଇ ଚେତାବନୀ । ଡ୍ରାଇଭର ସଂଘର ଆନେ୍ଦାଳନ ଦୃଷ୍ଟିରୁ ଚେତାବନୀ । ସନ୍ଧ୍ୟା ସୁଦ୍ଧା ରାସ୍ତା କ୍ଲିଅର ନ ହେଲେ ବସ ବନ୍ଦ ଧମକ । ପ୍ରେସ ମିଟ କରି ସୂଚନା ଦେଲା ଘରୋଇ ବସ ମାଲିକ ସଂଘ । ରାସ୍ତା କ୍ଲିଅର ନ କଲେ ଗାଡି ଛିଡା କରି ପ୍ରତିବାଦ । ପୋଲିସ ସୁରକ୍ଷା ଦେଉ ନ ଥିବା ଅଭିଯୋଗ କଲେ ମାଲିକ ସଂଘ ।
ସେପଟେ ଡ୍ରାଇଭରଙ୍କ ମଧ୍ୟରେ ଗତ୍ପଗୋଳର ଉଗ୍ରରୂପ । ଭୁବନେଶ୍ୱର ତମାଣ୍ଡୋରେ ଦୁଇ ଡ୍ରାଇଭର ଗୋଷ୍ଠୀ ମୁହାଁମୁହିଁ । ବାହାର ରାଜ୍ୟର ଡ୍ରାଇଭର -ଆନେ୍ଦାଳନରତ ଡ୍ରାଇଭର ଧସ୍ତାଧସ୍ତି । ମୃଦୁ ଲାଠି ଚାର୍ଜ କରି ରାସ୍ତା କ୍ଲିଅର କଲା ପୋଲିସ ।
ଛାତ୍ରୀଙ୍କୁ ଅପହରଣ ଉଦ୍ୟମ , ବ୍ଲେଡ ମାଡ
Views: 185