The Ultimate Managed Hosting Platform
ADVERTISEMENT

ବସ ଧର୍ମଘଟ; ଟ୍ରେନରେ ପ୍ରବଳ ଭିଡ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରବଳ ଭିଡ । ଟିକେଟ କାଟିଲା ପରେ ବି ଟ୍ରେନରେ ଜାଗା ନାହିଁ । ଗନ୍ତବ୍ୟ ସ୍ଥାନରେ ପହଁଚିବାକୁ ଟ୍ରେନରେ ଭିଡ । ଭିଡ ନିୟନ୍ତ୍ରଣ ପାଇଁ ଆରପିଏଫ ଟିମକୁ ଦାୟିତ୍ୱ । ବସ ଧର୍ମଘଟ ଯୋଗୁଁ ଟ୍ରେନରେ ଭିଡ ପରିଲକ୍ଷିତ । ସରକାରୀ ବସରେ ମଧ୍ୟ ପ୍ରବଳ ଭିଡ । ଛିଡା ହୋଇ ଗନ୍ତବ୍ୟସ୍ତଳକୁ ଯାଉଛନ୍ତି ଯାତ୍ରୀ ।
ସୂଚନା ଅନୁଯାୟୀ , ଆଜି ସାରା ରାଜ୍ୟରେ ଗଡୁନି ଘରୋଇ ବସ । ଆନେ୍ଦାଳନରେ ଅଟଳ ରହିଛି ଘରୋଇ ବସ ମାଲିକ ସଂଘ । ସରକାରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ଆନେ୍ଦାଳନକୁ ଓହ୍ଲାଇଛି ବସ ସଂଘ । ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରି ଆନେ୍ଦାଳନ ଜାରି । ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ଘରୋଇ ବସ ସେବା ବନ୍ଦ ରହିବ। ଫଳରେ ପୂଜା ସମୟରେ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇନପାରି ହନ୍ତସନ୍ତ ହେଉଛନ୍ତି। ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login