The Ultimate Managed Hosting Platform
ADVERTISEMENT

ବସ ଧକ୍କା ; ୨ ବାଇକ ଆରୋହୀ ମୃତ

Facebook
Twitter
LinkedIn

ସାଲେପୁର : ବାଇକକୁ ଧକ୍କା ଦେଇ ବିଲକୁ ମାଡିଗଲା ବସ । ଘଟଣା ସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । ବସ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । ନିଶ୍ଚିନ୍ତ କୋଇଲି ଜହ୍ନିଆ ଛକ ନିକଟରେ ଦୁର୍ଘଟଣା । ୨ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସାଲେପୁର ଥାନା ପୋଲିସର ତଦନ୍ତ । ସୂଚନା ଅନୁଯାୟୀ କେନ୍ଦ୍ରାପଡାରୁ କଟକ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । କୁହୁଡିରେ ରାସ୍ତା ଦେଖା ନ ଯିବାରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମୁମ୍ବାଇରେ ପ୍ରବଳ ବର୍ଷା , ଟ୍ରେନ-ବିମାନ ବାଧାପ୍ରାପ୍ତ

ମୁମ୍ବାଇରେ ପ୍ରବଳ ବର୍ଷା , ଟ୍ରେନ-ବିମାନ ବାଧାପ୍ରାପ୍ତ

ମୁମ୍ବାଇ : ବର୍ଷାରେ ବେହାଲ୍ ହେଲାଣି ମୁମ୍ବାଇ। କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କାହା ଘରେ ପାଣି ପଶିଲାଣି...

ନିଟ ପିଜି ପରୀକ୍ଷାରେ ଅଲ ଇଣ୍ଡିଆ ଟପ୍ପର ହେଲେ ଓଡିଆ ପୁଅ

ନିଟ ପିଜି ପରୀକ୍ଷାରେ ଅଲ ଇଣ୍ଡିଆ ଟପ୍ପର ହେଲେ ଓଡିଆ ପୁଅ

କଟକ : ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ ମଙ୍ଗଳବାର ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ୍ (ନିଟ୍ ପିଜି ୨୦୨୫)ର ପରୀକ୍ଷା...