ଗୁଣପୁର : ବସ ଧକ୍କାରେ ବାଇକ ଆରୋହୀ ୨ କଲେଜ ଛାତ୍ର ମୃତ । ରାମନାଗୁଡା ଥାନା ପାଲୁପାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକ ଗୁଡାରୀ ଅଞ୍ଚଳର ଯୁକ୍ତ ଦୁଇ ଛାତ୍ର । ବାଇକ ଯୋଗେ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ରାୟଗଡ଼ା ଗୁଡ଼ାରୀରୁ କୋଲନରା ବାଡ଼ିସୋଲା କଲେଜ ଯାଉଥିବା ବେଳେ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୨ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ।
Views: 69











