ବସ-ଟ୍ରକ ମୁହାଁମୁହିଁ ଧକ୍କା, ୧୦ ଯାତ୍ରୀ ଗୁରୁତର
ଘଟଗାଁ: ଟ୍ରକ ସହ ବସ ମୁହାଁମୁହିଁ ଧକ୍କା । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଲା ଛକ ନିକଟରେ ଘଟିଛି ଦୁର୍ଘଟଣା । ୧୦ଜଣ ଯାତ୍ରୀ ଗୁରୁତର ଆହତ । ୫ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ମା’ ଦୁର୍ଗା ନାମକ ଏକ ଘରୋଇ ବସ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଜପୁରରୁ କରଞ୍ଜିଆ ଆଭିମୁଖେ ଯାଉଥିବା ବେଳେ ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଳା ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକା … Continue reading ବସ-ଟ୍ରକ ମୁହାଁମୁହିଁ ଧକ୍କା, ୧୦ ଯାତ୍ରୀ ଗୁରୁତର
Copy and paste this URL into your WordPress site to embed
Copy and paste this code into your site to embed