ରେଢାଖୋଲ : ଯାତ୍ରୀବାହୀ ବସ ଓଲଟି ୧୦ ଗୁରୁତର । ଏନଏଚ ୫୫ ଚାରମାଳ ଥାନା ନୂଆପଡା ଛକରେ ଓଲଟିଲା ବସ । ଭୁବନେଶ୍ୱରରୁ ହୀରାକୁଦ ଯାଉଥିବା ଶୁଭମ ବସ ଦୁର୍ଘଟଣାଗ୍ରସ୍ତ । ସମସ୍ତ ଗୁରୁତରଙ୍କୁ ରେଢାଖୋଲ ମେଡିକାଲରେ ଭର୍ତ୍ତି । ଗୁରୁତରଙ୍କ ମଧ୍ୟରୁ ୫ ଜଚ୍ଚଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାିଛି । ଭୁବନେଶ୍ୱରରୁ ସମ୍ବଲପୁର ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ । ଘଙ୍କମାସ୍ଥଳରୁ ପହଣଚି ପୋଲିସ ତଦନ୍ତ କରୁଛି ।
Views: 69