The Ultimate Managed Hosting Platform
ADVERTISEMENT

ବସ୍ ଚଳାଇ ‘କେଜିଏଫ୍’ ବିଧାୟିକା ରୂପକଳା ‘ଶକ୍ତି’ ଯୋଜନାର କଲେ ଶୁଭାରମ୍

Facebook
Twitter
LinkedIn

ବେଙ୍ଗାଲୁରୁ: ରବିବାର ଦିନ କର୍ଣ୍ଣାଟକରେ ମହିଳାମାନଙ୍କ ପାଇଁ ମାଗଣା ବସ୍ ସେବା (ଶକ୍ତି ଯୋଜନା) ଶୁଭାରମ୍ଭ ସମୟରେ ‘କୋଲାର୍ ଗୋଲ୍ଡ୍ ଫିଲଡସ୍’ର ବିଧାୟିକା ରୂପକଳା ‘କେରଳ ରାଜ୍ୟ ସଡ଼କ ପରିବହନ ନିଗମ’ର ଗୋଟାଏ ବସ୍ ଚଳାଇଥିଲେ। ଏହି ସରକାରୀ ବସ୍ ସେବାକୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର ଶୁଭାରମ୍ଭ କରିଥିଲେ। ରିପୋର୍ଟ ଅନୁସାରେ, ‘କେଜିଏଫ୍ ମୁନିସପାଲ୍ କାଉନସିଲ୍’ର ଜଣେ ସଦସ୍ୟ ବାଧ୍ୟ କରିବାରୁ ବିଧାୟିକା ରୂପକଳା ଉକ୍ତ ବସ୍ ଚଳାଇଥିଲେ। ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏହି ଘଟଣାର ଭିଡିଓରେ ଦେଖାଯାଉଛି ଯେ, ଡ୍ରାଇଭର୍ ସିଟ୍ ପାଖରେ ଠିଆ ହୋଇଥିବା ବସର ପ୍ରକୃତ ଡ୍ରାଇଭର୍ ଗିଅର୍ ବଦଳାଇବାରେ ବିଧାୟିକାଙ୍କୁ ସାହାଯ୍ୟ କରୁଛନ୍ତି। ବିଧାୟିକା ରୂପକଳା ପ୍ରାୟ ୧୦୦ ମିଟର୍ ପର୍ୟ୍ୟନ୍ତ ଉକ୍ତ ବସଟିକୁ ଚଳାଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login