କଟକ : ହରିଣ ପାର୍କ ବସ୍ତି ଭିତରକୁ ପଶିଗଲା ମଇଳା ଟାଙ୍କି ସଫା ଗାଡି । ବସ୍ତି ଭିତରକୁ ପଶିଗଲା ସିଏମସିର ମଇଳା ଟାଙ୍କି ସଫା କରୁଥିବା ଗାଡି । ବସ୍ତିର ଗୋଟିଏ ଘର ଓ ଦୋକାନ ଭାଙ୍ଗି ଚୁରମାର । ଦୁର୍ଘଟଣା ଗ୍ରସ୍ତ ଗାଡିର ଡ୍ରାଇଭର ଗୁରୁତର । ଏସସିବିରେ ଭର୍ତ୍ତି । ବସ୍ତିର ଜଣେ ବ୍ୟକ୍ତି ମଧ୍ୟ ଆହତ । ଘଟଣାସ୍ଥଳରେ ଉତ୍ତେଜନା ।
Views: 73