ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସଷ୍ଟାଣ୍ଡରେ ମା-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ । ବସ ଷ୍ଟାଣ୍ଡରେ ଶୋଇଥିବା ବେଳେ ମା-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ଭରତପୁର ପୋଲିସ । ଖସି ପଳାଇବାକୁ ଉଦ୍ୟମ ବେଳେ ମାଡିବସିଲା ପୋଲିସ । ଗିରଫ ଅଭିଯୁକ୍ତ ଗଞ୍ଜାମ ବେଗୁନିଆପଡାର ପବିତ୍ର କହଁର । ବସ ପାଇଁ ବରମୁଣ୍ଡା ବସଷ୍ଟାଣ୍ଡରେ ଆଶ୍ରୟ ନେଇଥିଲେ ମା-ଝିଅ ।
Views: 42











