The Ultimate Managed Hosting Platform
ADVERTISEMENT

ବସରେ ବିକଟାଳ ହର୍ଣ୍ଣ ଲଗାଉଥିଲେ ଗଣିବେ ଫାଇନ..

Facebook
Twitter
LinkedIn

ଭୁବନେଶ୍ୱର : ବସରେ ବିକଟାଳ ହର୍ଣ୍ଣ ଲଗାଉଥିଲେ ସାବଧାନ। ଗାଡ଼ିରୁ ହର୍ଣ୍ଣ କାଢ଼ିବା ସହ ଫାଇନ କାଟୁଛି ଟ୍ରାଫିକ ପୁଲିସ। ଜଞଙ ସହଯୋଗରେ ଚେକିଂ ଚଳାଇଛି ଟ୍ରାଫିକ ପୁଲିସ। ଭୁବନେଶ୍ଵରର ବାଣୀ ବିହାର ଛକରେ ଚାଲିଛି ଆଜି ଚେକିଂ ଚାଲିଛି। ଟ୍ରାଫିକ ନିୟମ ମାନୁ ନ ଥିବା ବସ୍ ବିରୋଧରେ କାର୍ୟ୍ୟାନୁଷ୍ଠାନ ସହ ଫାଇନ କରାଯାଉଛି। ଦିନକ ଆଗରୁ ଭୁବନେଶ୍ଵରରେ ବାଇକ୍ ର ସାଇଲେନସର୍ ଚେକିଂ ବି ହୋଇଥିଲା। ବିଟଟାଳ ଶବ୍ଦ କରୁଥିବା ବାଇକରୁ ଏପରି ସାଇଲେନସର୍ କୁ କାଢ଼ି ନିଆଯାଉଥିଲା। ଫାଇନ ବି କଟାଯାଇଥିଲା । ସାଇଲେନସର୍ ପରେ ଏବେ ହର୍ନ ର ପାଳି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login