କୋଇଡା : ବସକୁ ଧକ୍କା ଦେଲା ଟ୍ରକ । ୫ ଜଣଙ୍କର ଜୀବନ ଯାଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । କେ. ବଲାଙ୍ଗ ଏନଏଚ ୫୨୦ରେ ମର୍ମନ୍ତୁଗ ଦୁର୍ଘଟଣା । ରାଉରକେଲାରୁ ଆସୁଥିବା ବେଳେ ଟ୍ରକ ସହ ଧକ୍କା । ପୋଲିସ ଓ ଅଗ୍ନିଶମବାହିନୀ ପହଂଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । କଟର୍ ସାହାଯ୍ୟରେ ବସ୍ ଝରକା କାଟି ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି । ଆହତଙ୍କୁ ବଣାଇ ମେଡିକାଲ ପଠାଯାଇଛି ।
Views: 45