The Ultimate Managed Hosting Platform
ADVERTISEMENT

ବଳଙ୍ଗା ପୀଡିତାଙ୍କ ବୟାନରେ ନାହିଁ ତାଳମେଳ !

Facebook
Twitter
LinkedIn

ପୁରୀ : ବଳଙ୍ଗା ପୀଡିତାଙ୍କ ବୟାନକୁ ନେଇ ଅଡୁଆରେ ପୋଲିସ । ଭୁବନେଶ୍ୱର ଏମ୍ସ ଓ ଦିଲ୍ଲୀ ଏମ୍ସ ବୟାନ ଭିତରେ ଫରକ ସୂଚନା । ପୁଣି ଥରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ପୀଡିତାଙ୍କ ବୟାନ ରେକର୍ଡ । ପୀଡିତା ସୁସ୍ଥ ହେବା ପରେ ହିଁ ଘଟଣା ଉପରୁ ସସପେନ୍ସ ଉଠିବ । ଦିଲ୍ଲୀରୁ ଫେରିଥିବା କ୍ରାଇମବ୍ରାଞ୍ଚ ଟିମ ସହ ପୁରୀ ଏସପିଙ୍କ ଆଲୋଚନା । ବଳଙ୍ଗା ଥାନାରେ କ୍ରାଇମବ୍ରାଞ୍ଚ ଟିମ ସହ ଏସପିଙ୍କ ବିଚାରବିମର୍ଶ । ପୁରୀ ପୋଲିସକୁ ତଦନ୍ତରେ କ୍ରାଇମବ୍ରାଞ୍ଚ ନିଜ ଆଡୁ ସହଯୋଗ କରୁଛି ।
ତେବେ ୧୯ ତାରିଖରେ ବଳଙ୍ଗାରେ ନାବାଳିକାଙ୍କୁ କିରୋସିନ ଢାଳି ଜାଳିଦେବାକୁ ଉଦ୍ୟମ କରୁଥିବା ଘଟଣା ସାରା ରାଜ୍ୟକୁ ପୁଣି ଥରେ ଦୋହଲାଇ ଦେଇଥିଲା । କାରଣ ଏଫଏମ କଲେଜ ଛାତ୍ରୀ ସୈାମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାକୁ ୭ ଦିନ ପୁରିଥିବା ବେଳେ ଏଭଳି ଘଟଣାରେ ରାଜ୍ୟସରକାର ପୁଣି ଥରେ ବିରୋଧର ଶିକାର ହୋଇଥିଲେ । ତେବେ ପୀଡିତାଙ୍କର ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ଚିକିତ୍ସା ଚାଲିଛି । ତାଙ୍କର ସ୍କ୍ରିନ ଟ୍ରାନ୍ସପ୍ଲାଣ୍ଟ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login