The Ultimate Managed Hosting Platform
ADVERTISEMENT

ବଳଙ୍ଗା ପୀଡିତାଙ୍କୁ ଏୟାରଲିଫ୍ଟ

Facebook
Twitter
LinkedIn

ଭୁବନେଶ୍ୱର : ବଳଙ୍ଗା ପୀଡିତାଙ୍କୁ ଏୟାର ଲିଫ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ । ଭୁବନେଶ୍ୱର ଏମ୍ସରୁ ପୀଡତାଙ୍କୁ ନେଇ ବାହାରିଲା ଆମ୍ବୁଲାନ୍ସ । ତୁରନ୍ତ ବିମାନ ବନ୍ଦରରେ ପହଁଚାଇବାକୁ ଗ୍ରୀନ କରିଡର ବ୍ୟବସ୍ଥା । ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ହେବ ଅଧିକ ଚିକିତ୍ସା । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମରୁ ୩ ରୁ ୪ ଜଣ ଡାକ୍ତର ପୀଡ଼ିତାଙ୍କ ସହ ଦିଲ୍ଲୀ ଯାଉଥିବା ସୂଚନା ରହିଛି । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ହେଁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉଥିବା କୁହାଯାଇଛି । ପୀଡ଼ିତାଙ୍କ ସହ ତାଙ୍କ ପରିବାର ମଧ୍ୟ ଦିଲ୍ଲୀ ଏମ୍ସ ଯାଇଛନ୍ତି । ଏପଟେ ଘଟଣାସ୍ଥଳରେ ଜୋରଦାର ତଦନ୍ତ ଚଳାଇଛି ପୁଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login