The Ultimate Managed Hosting Platform
ADVERTISEMENT

ବଳଙ୍ଗା ନାବାଳିକା ପୋଡି ଘଟଣା : ଏତଲା କଲେ ପୀଡିତାଙ୍କ ମା

Facebook
Twitter
LinkedIn

ବଳଙ୍ଗା : ପୁରୀ ବଳଙ୍ଗା ଥାନାରେ ଏତଲା କଲେ ପୀଡିତାଙ୍କ ମା । ମୁହଁରେ ରୁମାଲ ପକାଇ ଅଚେତ କରି ପୋଡି ମାରିବାକୁ ଉଦ୍ୟମ ଦର୍ଶାଇଲେ । ୩ ଦୁର୍ବତ୍ତଙ୍କ କବଳରୁ ଝିଅ ଖସି ଆସି ତେରହଳ ଗାଁକୁ ପଳାଇ ଆସିଲା । ୩ ଦୁର୍ବୁତ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ଗତକାଲି ନାବାଳିକାଙ୍କୁ ରାସ୍ତା କଡ଼ରେ ଏକ ନିଛାଟିଆ ସ୍ଥାନରେ ପେଟ୍ରୋଲ ପକାଇ ଜାଳି ଦେଇଥିଲେ ଦୁର୍ବୃତ୍ତ । ୩ ଜଣ ବାଇକରେ ଆସି ନାବାଳିକାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ ପରେ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି ନାବାଳିକା । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଶରୀରର ୭୦ ପ୍ରତିଶତ ଜଳି ଯାଇଛି । ଗତକାଲି ତାଙ୍କ ବୟାନ ରେକର୍ଡ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login