The Ultimate Managed Hosting Platform
ADVERTISEMENT

ବଳଙ୍ଗାରେ କ୍ରାଇମବ୍ରାଞ୍ଚ ଟିମ

Facebook
Twitter
LinkedIn

ବଳଙ୍ଗା ; ବଳଙ୍ଗାରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ । ବଳଙ୍ଗା ଥାନାକୁ ଯାଇ ତଦନ୍ତର ଦିଗ ବୁଝିଲେ । ପୀଡିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ଘରକୁ ମଧ୍ୟ ଗଲେ । ଗୋଟିଏ ଟିମ୍ ପୀଡ଼ିତାଙ୍କ ଘରେ ପହଞ୍ଚିଥିବା ବେଳେ ଅନ୍ୟ ଏକ ଟିମ୍ ପୀଡ଼ିତାଙ୍କ ସାଙ୍ଗଙ୍କ ଘରେ ପହଞ୍ଚିଛି । ସେହିପରି ଆଉ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗତକାଲି ବିଳମ୍ବିତ ରାତିରେ ମଧ୍ୟ ପୋଲିସର ସ୍ପେଶାଲ ଟିମ୍ ପୀଡ଼ିତାଙ୍କ ଘରେ ଛାନଭିନ୍ କରିଛି । ପୀଡିତା ନିଜ ଘର ଠାରୁ ନଦୀ ବନ୍ଧ ଆଡ଼କୁ ଯାଉଥିବାର ଲୋକେ ଦେଖିଛନ୍ତି । ତେବେ କିରୋସିନ ଆସିଲା କୋଉଠୁ, ତା ଉପରେ ସ୍ପେଶାଲ ଟିମ ଅନୁଧ୍ୟାନ କରୁଛି । ସେପଟେ ଦୁଇ ଦିନ ହେଲାଣି ପୁଲିସ ତଦନ୍ତ କରୁଛି କିନ୍ତୁ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରିନି । କିଏ ଓ କାହିଁକି ନାବାଳିକାଙ୍କୁ ଜାଳିଦେଲେ, ସେ ରହସ୍ୟ ଉପରୁ ପରଦା ହଟାଇ ପାରିନି ପୁଲିସ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login