ବଲାଙ୍ଗିର : ବଲାଙ୍ଗିର ଫଳ ବଜାରରେ ବଡ ଧରଣର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ୫୦ରୁ ଉର୍ଦ୍ଧ ଫଳ ଦୋକାନ । ଜିଲ୍ଲାପାଳଙ୍କ ଅଫିସ ପାଖ ପୈାର ସଂସ୍ଥାର ଫଳ ବଜାରରେ ଅଗ୍ନିକାଣ୍ଡ । ପ୍ରଚଣ୍ଡ ନିଆଁକୁ ଆୟତ୍ତ ପାଇଁ ୨ଟି ଅଗ୍ନିଶମ ବାହିନୀର ଉଦ୍ୟମ । କେମିତି ନିଆଁ ଲାଗିଲା ଅସ୍ପଷ୍ଟ ।
Views: 59











