ବର୍ଷା ପାଇଁ ଆମେ ସଜାଗ : ଏସଆରସି

ଭୁବନେଶ୍ୱର : ରାଜ୍ୟରେ ବର୍ଷା ନେଇ ଏସଆରସିଙ୍କ ସୂଚନା । ରାଜ୍ୟରେ ଆସନ୍ତା ୨୬ କିମ୍ବା ୨୭ ଯାଏଁ ବର୍ଷା ସମ୍ଭାବନା । ଲଘୁଚାପ ଥିବାରୁ ରାଜ୍ୟର ବହୁ ସ୍ଥାନରେ ବର୍ଷା ଆଶଙ୍କା । ପଶ୍ଚିମ ଓଡିଶାରେ ଦିନେ କି ଦୁଇ ଦିନ ବର୍ଷିବ । ଏହା ପରେ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା । ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଜଳ ସମ୍ପଦ ବିଭାଗର ଅଧିକାରୀ ସଜାଗ ଅଛନ୍ତି । ସମ୍ବେଦନଶୀଳ ଅଞ୍ଚଳ ଉପରେ … Continue reading ବର୍ଷା ପାଇଁ ଆମେ ସଜାଗ : ଏସଆରସି