କରଞ୍ଜିଆ : ଟ୍ରକକୁ ପଛରୁ ପିଟିଲା ବର ଯାତ୍ରୀ ବସ । ଦୁର୍ଘଟଣାରେ ୧୦ ଆହତ । ୧୦ ଆହତଙ୍କ ମଧ୍ୟରୁ ୨ ଗୁରୁତର , ସେମାନଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି । ୨୨୦ ନଂ ଜାତୀୟ ରାଜପଥ ଟାଟ ନିକଟରେ ଦୁର୍ଘଟଣା । ଜାମସେଦପୁରରୁ ଯାଜପୁରକୁ ବିବାହ କାର୍ଯ୍ୟରେ ଯୋଗଦେବାକୁ ଆସୁଥିଲେ । ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ଖରାପ ପାଗ ଓ କୁହୁଡି ପାଇଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।
Views: 63