The Ultimate Managed Hosting Platform
ADVERTISEMENT

ବରମୁଣ୍ଡା ବସଷ୍ଟାଣ୍ଡରେ ଉତ୍ତେଜନା, ଆନେ୍ଦାଳନକୁ ଓହ୍ଲାଇଲେ ଡ୍ରାଇଭର

Facebook
Twitter
LinkedIn

ଭୁବନେଶ୍ୱର : ବରମୁଣ୍ଡା ବସଷ୍ଟାଣ୍ଡରେ ଉତେଜନା । ବସଷ୍ଟାଣ୍ଡରେ ନୂଆ ନିୟମ ଲାଗୁ ନେଇ ବିରୋଧ । ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ସଂଘ । ନିୟମ ନଜଣାଇ ଡ୍ରାଇଭର ଓ କଣ୍ଡକ୍ଟରକୁ ମାଡ ମାରିିବାରୁ ପ୍ରତିବାଦ କରି ଧାରଣା । ବସ ଆସିବା ବାଟରେ ଧାରଣାରେ ବସିଛନ୍ତି ବସ୍ ଡ୍ରାଇଭର ସଂଘ । ଏବେ ବରମୁଣ୍ଡା ନୂଆ ବସ ଷ୍ଟାଣ୍ଡ ଭିତରକୁ ବସ୍ ଯିବା ବନ୍ଦ ଅଛି । ସମାଧାନ ନହେବା ଯାଏଁ ଗାଡି ଚଳାଚଳ ବନ୍ଦ କରିବାକୁ ଭୁବନେଶ୍ୱନ ପରିବହନ କର୍ମଚାରୀ ସଂଘ ଚେତାବନୀ ଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login