ଭଦ୍ରକ : ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ । ରାସ୍ତାକୁ ଓହ୍ଲାଇଲା ବରପଦା ବିକାଶ ମଞ୍ଚ, ୧୨ ଘଣ୍ଟିଆ ବନ୍ଦ ଡାକରା । ଜିଲ୍ଲା ପ୍ରଶାସନ କାହିଁକି ହାତକୁ ନେଉନି ଅଭିଯୋଗ କରି ବନ୍ଦ ଡାକରା । ଭଦ୍ରକରୁ ଆଗରପଡା ଓ ଆନନ୍ଦପୁରକୁ ଯାତାୟତ ବାଧାପ୍ରାପ୍ତ । ଦୁର୍ନୀତି ଲିଙ୍କରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘର ରେଡ କରିଥିଲା ଇଡି ।
Views: 92











