ଭୁବନେଶ୍ୱର : ବରଗଡ ନାବାଳିକା ପୋଡି ଘଟଣାରେ ଆଇନମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । କିଛି ଦିନ ହେଲା ଏଭଳି ଘଟଣା ଘଟୁଛି , ସରକାର ଗୁରୁତ୍ୱ ଦେଉଛନ୍ତି । ଆତ୍ମହତ୍ୟା କୈାଣସି ସମସ୍ୟାର ସମାଧାନ ନୁହେଁ । ପୀଡିତ ଓ ପୀଡିତାଙ୍କୁ ଅନୁରୋଧ ଆଇନଗତ ଦିଗକୁ ଆପଣାନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ୱାର ଖୋଲାଅଛି । ଯେଭଳି ଜୀବନ ହାନି ହେଉଛି , ସରକାର ବ୍ୟଥିତ ।
Views: 36