ଭୁବନେଶ୍ୱର : ବବି ଦାସଙ୍କ ଭାଇ ଲଲଙ୍କ ନାଁରେ ଯୋଡି ହେଲା ଆଉ ୩ ମାମଲା । ଆଉ ୩ଟି ମାମଲା ଯୋଡିଲା ଟାଉନ ଥାନା ପୋଲିସ । ଟାଉନ ଥାନା ଘେରାଉ, ହାଟ ନିକଟରେ ରାସ୍ତା ରୋକ ନେଇ ମାମଲା ।ଆଉ ଜଣେ ହାଟ ବ୍ୟବସାୟୀଙ୍କୁ ଆକ୍ରମଣ ନେଇ ଏସଡିଜେଏମରେ ମାମଲା ହୋଇଛି । ୩ ମାମଲା ଯୋଡିବାକୁ ଟାଉନ ଥାନା ପୋଲିସ ପକ୍ଷରୁ ଏସଡିଜେଏମରେ ଆବେଦନ ।
Views: 39