The Ultimate Managed Hosting Platform
ADVERTISEMENT

ବନ ବିଭାଗର ଅବହେଳା, ଜୀବନ ହାରିଲା ଦନ୍ତା

Facebook
Twitter
LinkedIn

ଭୁବନେଶ୍ୱର : ଆଖି ବୁଜିଲା ଆଉ ଏକ ଦନ୍ତା । ବନ ବିଭାଗର ଅବହେଳା ପାଇଁ ଅସୁସ୍ଥ ଥିବା ଦନ୍ତା ହାତୀ ଆଖି ବୁଜିଥିବା ଅଭିଯୋଗ ହୋଇଛି । ଉତରଘୁମୁସର ବନଖଣ୍ଡ କରଡ଼ାବଣି ନିକଟରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ଘୁରି ବୁଲୁଥିଲା । ହାତୀର ଗୋଡ଼ରେ ଆଘାତ ଲାଗିଥିବା ବେଳେ ଛୋଟେଇ ଛୋଟେଇ ଚାଲୁଥିବାର ଖବର ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଥିଲା । କିନ୍ତୁ ହାତୀକୁ ଚିହ୍ନଟ କରି ଚିକିତ୍ସା କରିବା ବଦଳରେ ବନ କର୍ମଚାରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଓ ନୂତନ ଅଧିକାରୀଙ୍କୁ ସ୍ୱାଗତ କାର୍ୟ୍ୟକ୍ରମରେ ବ୍ୟସ୍ତ ଥିଲେ ସମସ୍ତ ବନ କର୍ମଚାରୀ । ଯାହା ଫଳରେ ଦନ୍ତା ହାତୀକୁ ଉପଯୁକ୍ତ ଚିକିତ୍ସା ମିଳିପାରି ନଥିବା ଅଭିଯୋଗ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login