The Ultimate Managed Hosting Platform
ADVERTISEMENT

ବନ୍ୟା : ୪ ପଞ୍ଚାୟତରେ ୨ ଦିନ ସ୍କୁଲ ଛୁଟି

Facebook
Twitter
LinkedIn

ଭଦ୍ରକ : ବନ୍ୟା ବିତ୍ପାତ । ୪ ପଞ୍ଚାତରେ ୨ ଦିନ ସ୍କୁଲ ଛୁଟି । ଧାମନଗର ବ୍ଲକର ୪ଟି ପଞ୍ଚାୟତରେ ସ୍କୁଲ ଛୁଟି ଘୋଷଣା । ସୋହଡା.ପଧାନୀ. ଅର୍ଜୁନପୁର ଓ ହସନାବାଦରେ ସ୍କୁଲ ଛୁଟି । ଲୋକେପାଣି ଘେରରେ ଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ।
ବନ୍ୟାଞ୍ଚଳର ସମୀକ୍ଷା କଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ବନ୍ୟା ବିପନ୍ନଙ୍କୁ ଭେଟି ରିଲିଫ ବାଣ୍ଟିଲେ । ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଳକ ବାଲିପୋଖରୀ,ଷୋଳମପୁର, ମାଳଦା, ବନ୍ଦାଲ, ନପଙ୍ଗ ଓ ରହଣିଆ ଆଦି ପଞ୍ଚାୟତରେ ପଶିଛି ବନ୍ୟା ଜଳ। ଯୁଆଡେ ଦେଖିଲେ ଖାଲି ପାଣି ।
ଧାମନଗର ବ୍ଲକ ସୋହଡା, ହସନାବାଦ ଏବଂ ଅର୍ଜୁନପୁର ଆଦି ବନ୍ୟାଞ୍ଚଳର ସମୀକ୍ଷା କରିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ। ବନ୍ୟା ପାଣିରେ ନିଜେ ଚାଲି ଚାଲି ଯାଇ ବିପନ୍ନଙ୍କୁ ଭେଟି ସମସ୍ୟା ପଚାରି ବୁଝିଥିଲେ। ଜିଲ୍ଲାପାଳଙ୍କ ସହ ଅତରିକ୍ତ ଜିଲ୍ଲାପାଳ ଓ ବିଡିଓ ବିଭିନ୍ନ ଗାଁ ବୁଲି ବିପନ୍ନଙ୍କୁ ରିଲିଫ ବାଣ୍ଟିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login