The Ultimate Managed Hosting Platform
ADVERTISEMENT

ବନ୍ୟା ବାତ୍ୟାର ମୁକାବିଲା ପାଇଁ ଏବେଠୁ ଆକ୍ଟିଭ ରୁହ-ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ବନ୍ୟା ବାତ୍ୟାର ମୁକାବିଲା ପ୍ରସ୍ତୁତି ଆରମ୍ଭ ପାଇଁ ସିଏମଙ୍କ ନିଦେ୍ର୍ଦଶ । ଚଳିତ ବର୍ଷ ଅଧିକ ବର୍ଷା ହେବାର ଆକଳନ ହୋଇଛି । ଏବେଠୁ ସଜାଗ ରହିବାକୁ ରାଜସ୍ୱ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଲେ । ଆଷାଢ ମାସ ନ ହେଉଣୁ ବର୍ଷାରେ ରାଜଧାନୀ ବେହାଲ ହେଉଛି । ଏ ଦିଗରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକତା ଅଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login