The Ultimate Managed Hosting Platform
ADVERTISEMENT

ବନ୍ଧୁ ସାଜିଲା ବଇରୀ, ଜଙ୍ଗଲକୁ ଡାକି ନେଇ କଲା ଆକ୍ରମଣ

Facebook
Twitter
LinkedIn

ବାଙ୍କୀ : ସାଙ୍ଗର ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ , ଅଭିଯୁକ୍ତ ସାଙ୍ଗ ଗିରଫ । ବାଙ୍କୀ ଥାନା ଡମପଡା ପଞ୍ଚାୟତ ବ୍ରାହ୍ମଣିଆ ଗାଁରେ ହତ୍ୟାକାଣ୍ଡ । ଗତ ୧୧ରେ ଗାଁର ଅଶୋକ ନାୟକ ଓରଫ ମୁନ୍ନା, କାବୁ ଭୋଇଙ୍କୁ ଘରୁ ଡାକି ନେଇ ଡମପଡା ଜଙ୍ଗଲରେ ଆକ୍ରମଣ କରିଥିଲା । କାବୁଙ୍କ ମୁଣ୍ଡକୁ ମୁନା ଆକ୍ରମଣ କରିବା ସହ ରକ୍ତ ଜୁଡୁବୁଡୁ ଆବସ୍ଥାର ଛାଡ଼ି ପଳାଇଆସିଥିଲା। ଅଚେତ ଅବସ୍ଥାରେ ଉଦ୍ଧାର ପରେ ଏସସିବିରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । କାବୁଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ମୁନ୍ନାକୁ ଗିରଫ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login