The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବନ୍ଧୁତା ଟମ୍ ଏବଂ ଜେରୀ ପରି ହୋଇଥାଏ ।

Facebook
Twitter
LinkedIn

କୁହାଯାଏ ବନ୍ଧୁତା ପରିବାର ଠାରୁ ବି ଅଧିକ ହୋଇଥାଏ । ଏହା ଏମିତି ଏକ ସମ୍ପର୍କ ଯାହା ବିନା ସ୍ୱାର୍ଥରେ ସବୁଦିନ ପାଇଁ ସାଥୀରେ ରହିଥାଏ । କିଏ କୁହେ ବନ୍ଧୁତା ଟମ୍ ଏବଂ ଜେରୀ ପରି ହୋଇଥାଏ ।

କୁହନ୍ତି ବନ୍ଧୁ ସବୁବେଳେ ସୁଖ ଦୁଃଖର ସାଥି । ଆପଣମାନେ ଦେଖିଥିବେ କୃଷ୍ଣ ଓ ସୁଦାମଙ୍କ ବନ୍ଧୁତା । ବନ୍ଧୁତା ଆପଣଙ୍କ ଜୀବନରେ ଏକ ଭିନ୍ନ ସ୍ଥାନ ଦେଇଥାଏ ଯାହାକୁ କେହି ବଦାଳାଇ ପାରିବେ ନାହିଁ । ଯିଏ ତୁମର କଷ୍ଟ ସହ୍ୟ ନକରିପାରି ତୁମକୁ ସାହାର୍ଯ୍ୟର ହାତ ବଢାଏ , ସାନ୍ତ୍ୱନା ଦିଏ ସେ ହିଁ ପ୍ରକୃତ ବନ୍ଧୁ ।


ଗୋଟିଏ ବନ୍ଧୁ ଆପଣଙ୍କ ଜୀବନରେ ବନ୍ଧୁ ଏବଂ ବନ୍ଧୁତ୍ୱର ସତ୍ୟତା ପାଳନ କରିବାକୁ ବନ୍ଧୁତ୍ୱ ଦିବସ ପାଳନ କରାଯାଏ । ପ୍ରତିବର୍ଷ ଏହି ଦିନ ଅଗଷ୍ଟ ପ୍ରଥମ ରବିବାରରେ ପାଳନ କରାଯାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login