The Ultimate Managed Hosting Platform
ADVERTISEMENT

ବନ୍ଦ ହେଲା ୬ଟି ଗେଟ

Facebook
Twitter
LinkedIn

ସମ୍ବଲପୁର : ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ ବନ୍ଦ ହେଲା । ଏବେ ୨ଟି ଗେଟ ଦେଇ ହୀରାକୁଦରୁ ଚାଲିଛି ଜଳ ନିଷ୍କାସନ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬ୟ୭.୪୧ ଫୁଟ୍ । ହୀରାକୁଦକୁ ପ୍ରବେଶ କରୁଛି ୫୫,୦୬୦ କ୍ୟୁସେକ ଜଳ । ହୀରାକୁଦରୁ ନିଷ୍କାସନ ହେଉଛି ୧,୫୭,୧୩୨ କ୍ୟୁସେକ ଜଳ । ଉପରମୁଣ୍ଡରୁ ଜଳପ୍ରବାହ କମୁଥିବାରୁ ଗେଟ ବନ୍ଦ ହୋଇଥିବା କହିଛନ୍ତି ଯନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login