ଭୁବନେଶ୍ୱର : ଏଥର ବନ୍ଦ ହେବ ଡିଜେ । ଦୁମ ଦୁମ ଶବ୍ଦ କରି ଥରାଇ ଦେଉଥିବା ଡିଜେ ଶବ୍ଦ ବନ୍ଦ ପାଇଁ ଆସିଲା ନିଦେ୍ର୍ଦଶ । ଡିଜେ ଗାଡି ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)ର କଟକଣା । ଗାଡିର ମୂଳ ଢାଞ୍ଚାରେ ପରିବର୍ତ୍ତନ ଓ ନିୟମ ଉଲ୍ଲଘଂନ କଲେ ହେବ ଆକ୍ସନ । ନିର୍ଦ୍ଧାରିତ ସୀମା ପାର ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଉପରେ କଟକଣା । ସମସ୍ତ ଆରଟିଓଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଲା ଏସଟିଏ । ଡିଜେ ଗାଡି ଜବତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ।
Views: 64