ବନ୍ଦ ଘରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର

କଟକ : କଟକ ଚାଉଳିଆଗଞ୍ଜରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର । ବନ୍ଦ ଘରୁ ଡାକ୍ତର ମଲାଡି ଭେଙ୍କଟ ଚନ୍ଦ୍ରଶେଖରଙ୍କ ମୃତଦେହ ଉଦ୍ଧାର । ସାଲେପୁର ଚିକିତ୍ସା କେନ୍ଦ୍ରର ଡାକ୍ତର ହେଉଛନ୍ତି ମଲାଡି । ଭଡାଘରେ ଏକାକୀ ରହୁଥିଲେ ଡାକ୍ତର ମଲାଡି । ଘରୁ ଦୁର୍ଗନ୍ଧ ଆସିବା ପରେ ପୁଲିସକୁ ଖବର ଦେଇଥିଲେ ଲୋକେ । ତେବେ ୪ ବର୍ଷ ହେବା ଭଡା ଘରେ ଏକାକୀ ରହୁଥିଲେ । ଘର ମାଲିକଙ୍କ କହିବା କଥା ତାଙ୍କର ଶ୍ୱାସ ଏବଂ … Continue reading ବନ୍ଦ ଘରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର