The Ultimate Managed Hosting Platform
ADVERTISEMENT

ବଦଳିଲା ଶିକ୍ଷକ ବଦଳି କ୍ୟାଲେଣ୍ଡର

Facebook
Twitter
LinkedIn

ଭୁବନେଶ୍ୱର ; ପୁଣି ବଦଳିଲା ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର । ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ଅନୁମତି । ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିବେ । ଜୁନ ୯ ରୁ ୧୬ ଭିତରେ ଭେରିଫିକେସନ ହେବ । ଜୁଲାଇ ୧୮ରେ ଓସେପା ୱେବସାଇଟରେ ବଦଳି ତଥ୍ୟ ବାହାରିବ । ଜୁଲାଇ ୧୮ ଓ ୧୯ରେ ବଦଳି ନିଦେ୍ର୍ଦଶନାମା ପ୍ରକାଶ ପାଇବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login