The Ultimate Managed Hosting Platform
ADVERTISEMENT

ବଦଳିଲା ନେହେରୁ ମେମୋରିଆଲ ମ୍ୟୁଜିୟମର ନାଁ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ ନେହେରୁ ମ୍ୟୁଜିୟମ୍ ଆଣ୍ଡ୍ ଲାଇବ୍ରେରୀର ନାଁ ବଦଳିଗଲା । ଏହାକୁ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ ଭାବେ ନାମକରଣ କରାଯାଇଛି । ନେହେରୁ ମେମେରିଆଲ ନାଁକୁ ବଦଳାଇଥିବାରୁ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏହାକୁ ମୋଦୀ ସରକାରଙ୍କ ସଂକୀର୍ଣ୍ଣ ମନୋଭାବ ଓ ପ୍ରତିଶୋଧର ଦ୍ୱିତୀୟ ନାଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login