The Ultimate Managed Hosting Platform
ADVERTISEMENT

ବଦଳିଲା କଳାହାଣ୍ଡି ୟୁନିଭରସିଟି ନାଁ

Facebook
Twitter
LinkedIn

କଳାହାଣ୍ଡି : ବିକାଶର ନୂଆ ଫର୍ଦ୍ଦ ଯୋଡି ହେଲା କଳାହାଣ୍ଡି । କଳାହାଣ୍ଡି ୟୁନିଭରସିଟି ନାଁ ପରିବର୍ତ୍ତନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ୟୁନିଭରସିଟି ନାଁ ହେଲା “ମା ମାଣିକେଶ୍ୱରୀ” ୟୁନିଭରସିଟି । ଲକ୍ଷ୍ମୀ ବସ ଲୋକାର୍ପଣ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । କଳାହାଣ୍ଡି ଜିଲ୍ଲାର ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାରେ ନବନିର୍ମିତ ନୂଆ ମେଡିକାଲ କଲେଜ ଲୋକାର୍ପିତ ହୋଇଛି। ୧୦୦ ସିଟ ବିଶିଷ୍ଟ ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ପରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡ଼ିଆରେ ପହଞ୍ଚି ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି ନବୀନ। ମାଲକାନଗିରି, ଗଜପତି ପରେ କଳାହାଣ୍ଡିରେ ଗଡ଼ିଛି ଲକ୍ଷ୍ମୀ ବସ। ଏହା ସହ ୧୨ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ନବୀନ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login