ଭୁବନେଶ୍ୱର :ପୋଲିସ ଏସଆଇ ନିଯୁକ୍ତି ଘୋଟାଲା ଲିଙ୍କ ।’ ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ । ଏଚଆର ମ୍ୟାନେଜର, ଆଡମିନ ମ୍ୟାନେଜର ଓ ଆକାଉଣ୍ଟ ହେଡଙ୍କୁ ନୋଟିସ । ଗତକାଲି ‘ବଣିକ’ କୋଟିଂ ସେଣ୍ଟରରେ ଛାନଭିନ କରିଥିଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ନୋଟିସ୍ ଆଧାରରେ ଆଜି କଟକ କାର୍ୟ୍ୟାଳୟରେ ୧୧ଟାରେ ହେବେ ହାଜର । ଗତକାଲି କ୍ରାଇମବ୍ରାଞ୍ଚର ଏକ ଟିମ୍ ରେଡ କରିଥିଲା ବଣିକ କୋଚିଂ ସେଣ୍ଟରରେ । ୧୧୪ଜଣ ଗିରଫ ଛାତ୍ରଙ୍କ ମଧ୍ୟରୁ ୧୨ଜଣ ଛାତ୍ର ବିଣିକ ସହ କନେକ୍ସନ ଥିବା ତଥ୍ୟ ଦେଇଥିଲେ ପୋଲିସକୁ । ସେମାନଙ୍କ ମଧ୍ୟରୁ ୬ଜଣ ବଣିକ କୋଚିଂ ଅନୁଷ୍ଠାନର କୋଚିଂ ନେଉଥିବା ରେଡ ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ୍ । ସେହି ଆଧାରରେ ଯାଂଚ ପାଇଁ ତିନିଜଣ ବଣିକର କର୍ମଚାରୀଙ୍କୁ ନୋଟିସ ଆଧାରରେ ହାଜର ହୋଇ ପକ୍ଷ ରଖିବେ ।
Views: 36