The Ultimate Managed Hosting Platform
ADVERTISEMENT

ବଢିଲା ସଂସଦର ସୁରକ୍ଷା ବ୍ୟବସ୍ଥା

Facebook
Twitter
LinkedIn

ନୂଆଦିଲ୍ଲୀ : ସଂସଦ ଭବନ ପରିସରରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଗତକାଲିର ଘଟଣା ପରେ ବଢିଲା ସୁରକ୍ଷା ବ୍ୟବସ୍ଥା । ସଂସଦରେ ପ୍ରବେଶ ପୂର୍ବରୁ ସୁରକ୍ଷାକର୍ମୀଙ୍କ ଦ୍ୱାରା କଡା ଯାଞ୍ଚ ।କେବଳ ମକର ଦ୍ୱାର ଦେଇ ସାଂସଦଙ୍କୁ ପ୍ରବେଶ ଅନୁମତି । ସଂସଦ ଭବନକୁ ଆସୁଥିବା ସମସ୍ତଙ୍କୁ କଡା ଚେକିଂ । ଜୋତା ଖୋଲି ସମସ୍ତଙ୍କ ଚେକିଂ କଲେ ସୁରକ୍ଷାକର୍ମୀ ।
ଗତକାଲିର ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ କାର୍ଯ୍ୟାନୁଷ୍ଠାନ । ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀ ନିଲମ୍ବିତ । ୮ କର୍ମଚାରୀଙ୍କୁ ନିଲମ୍ବନ କଲା ଲୋକସଭା ସେକ୍ରେଟାରିଏଟ । ସେମାନଙ୍କ ନାମ ରାମପାଲ, ଅରବିନ୍ଦ, ବୀରଦାସ, ଗଣେଶ, ଅନୀଲ ପ୍ରତୀପ, ବିମିତ, ନରେନ୍ଦ୍ର ବୋଲି କୁହାଯାଉଛି । ସେପଟେ ସଂସଦରେ ସୁରକ୍ଷା ପ୍ରସଙ୍ଗରେ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login