The Ultimate Managed Hosting Platform
ADVERTISEMENT

ବଢିଲା ବିଜେଡିର ଚିଲିକା କଳି !

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ଶଙ୍ଖ ସାମ୍ନାରେ ଚିଲିକା ବିଜେଡି କର୍ମୀଙ୍କ ମେଳି । ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଗ୍ରୀନ ସିଗନାଲ ମିଳିବା ପରେ କର୍ମୀଙ୍କ ପ୍ରତିବାଦ । ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସମର୍ଥକ ମାନେ ପ୍ରତିବାଦ କଲେ । କିଛି ଫରକ ପଡିବନି କହିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଚିଲିକା ମୋ ଘର , ଯିଏ ବି ବିରୋଧ କରିବ କିଛି ଫରକ ପଡିବନି କହିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login